ଖରିଫ୍ କୃଷି ପରାମର୍ଶ
ପ୍ରାକ୍ ଖରିଫ୍ କୃଷି ପରାମର୍ଶ
ଖରିଫ୍ ଋତୁ ପାଇଁ କେତେକ ପ୍ରମୁଖ ଫସଲର କୃଷି ପରାମର୍ଶ
ପ୍ରମୁଖ ଯୋଜନା
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଯୋଜନା
କେତେକ ପ୍ରମୁଖ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା
କ୍ୱିକ୍ ଲିଙ୍କସ୍
-
Millet (ପୁଷ୍ଟିଶସ୍ୟ) ଚାଷ
ମିଲେଟ୍ ବା ପୁଷ୍ଟିଶସ୍ୟ ହେଉଛି କ୍ଷୁଦ୍ର ବିହନ ଯୁକ୍ତ, କଠିନ ଫସଲର ଏକ ଗୋଷ୍ଠୀ ଯାହା ମାଟିର ଉର୍ବରତା ଏବଂ ଆର୍ଦ୍ରତାର ସାମାନ୍ୟ ପରିସ୍ଥିତିରେ ଶୁଖିଲା ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳରେ ଭଲ ଭାବରେ ବଢିପାରେ
-
କୃଷି ସନ୍ଦେଶ
ପନିପରିବା ଫସଲରେ ରୋଗ-ପୋକ ତଥା ଅନ୍ୟାନ୍ୟ ସମସ୍ୟା ଉପରେ କିଛି ସୂଚନା
-
ରାଶି ଚାଷ
ରାଶି ହେଉଛି ସର୍ବପୁରାତନ ସ୍ୱଦେଶୀ ତୈଳବୀଜ ଫସଲ । ରାଶିରେ 50% ତେଲ, 25% ପୁଷ୍ଟିସାର ଏବଂ 15% ଶ୍ୱେତସାର ରହିଅଛି । ଏହି ତେଲ ରାନ୍ଧିବା, ସାଲାଡ ତେଲ ଏବଂ ମାର୍ଗାରିନରେ ବ୍ୟବହୃତ ହୁଏ |
-
ଛତୁଚାଷ
ଛତୁ ଏକ ସ୍ୱତନ୍ତ୍ର ଶ୍ରେମୀର ଫିମ୍ପି ବା କବକ । ଏଥିରେ ହରିତକଣା ନଥିବା ଯୋଗୁଁ ଏହା ବୃକ୍ଷ ଭଳି ନିଜେ ଖାଦ୍ୟ ପ୍ରସ୍ତୁ କରିପାରେ ନାହିଁ । ଏହି ପ୍ରକାର ଫିମ୍ପି ଅନ୍ୟ ପୃଷ୍ଠଭୂମି ଯଥା-ମାଟି, ଡ଼ାଳ, ପତ୍ର ଇତ୍ୟାଦି ଉପରେ ବଢି ଏକ ସୁନ୍ଦର, ସ୍ୱଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରେ
-
ଧିଙ୍ଗିରି ଛତୁ ଚାଷ
ଏହିଛତୁ ଚାଷ ପ୍ରଣାଳୀ ଅତି ସରଳ । ଏହା ଶୀତଦିନେ ଚାଷ କରାଯାଇଥାଏ । ଏହି ଛତୁର ଆକାର ଶାମୁକାପରି ।
-
କ୍ଷୀରଛତୁ ବା ଦୁଧଛତୁ ଚାଷ କରିବେ କେମିତି ?
ଭାରତରେ ବ୍ୟବସାୟିକ ଭିତ୍ତିରେ ଚାଷ କରୁଥିବା ଛତୁ ମାନଙ୍କ ମଧ୍ୟରେ ଦୁଧଛତୁ ତୃତୀୟ ସ୍ଥାନ ଅଧିକାର କରିଅଛି । ଦେଖିବାକୁ ଧଳା, ମାଂସଳ, ସ୍ୱାଦିଷ୍ଟ ଓ ପୋଷଣଯୁକ୍ତ, ଏହାର ବୈଜ୍ଞାନିକ ନାମ Calocybe indica.
-
ଛତୁ ମଞ୍ଜି ବା ସ୍ପନ ଉତ୍ପାଦନ ପ୍ରସ୍ତୁତି ପାଇଁ ଆବଶ୍ୟକ ଉପକରଣ
ଛତୁ ଚାଷର ମୁଖ୍ୟ ସମସ୍ୟା ହେଲା ଛତୁ ମଞ୍ଜିର ଉପଲବ୍ଧତା । ଏହି ମଞ୍ଜି ନିରୋଗ ଓ ଚାଷଉପଯୋଗୀ ହେବା ସଙ୍ଗେ ସଙ୍ଗେ ଠିକ୍ ସମୟରେ ଉପଲବ୍ଧ ହେଉଥିବା ଆବଶ୍ୟକ ।
-
ଛତୁ ମଞ୍ଜି ପ୍ରସ୍ତୁତି
ଛତୁ ମଞ୍ଜି ପ୍ରସ୍ତୁତ କରି ଜଣେ ନିଜେ ଛତୁଚାଷ କରିବା ସହ ନିଜ ଅଞ୍ଚଳର ଚାଷୀମାନଙ୍କୁ ଯୋଗାଇ ଭଲ ରୋଜଗାର କରିପାରିବ । ତେବେ ଏହି ମଞ୍ଜି ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି ।
-
ଧାନ ଫସଲ ରେ ବିଭିନ୍ନ ରୋଗ ଓ ପୋକର ନିରାକରଣ
ଧାନ ଚାଷ ହେଉଛି ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କୃଷି କାର୍ଯ୍ୟ, କାରଣ ଧାନ ଅଧାରୁ ଅଧିକ ଜନସଂଖ୍ୟାର ମୁଖ୍ୟ ଖାଦ୍ୟ ଅଟେ । ତେବେ ଧାନ ଫସଲ ରେ ବିଭିନ୍ନ ରୋଗ ଓ ପୋକ ଲାଗିଥାଏ
-
ପନିପରିବା ଚାଷ
ଉତ୍ତମ ସ୍ୱା୍ସ୍ଥ୍ୟ ପାଇଁ ପନିପରିବାର ଆବଶ୍ୟକତା ଖୁବ ଅଧିକ । ବିଶେଷ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଯେଉଁ ଭିଟାମିନ, ଖାଦ୍ୟପ୍ରାଣ, ଧାତବ ଲବଣ ଓ ତନ୍ତୁ ଦରକାର ହୋଇଥାଏ, ତାହା ବିଭିନ୍ନ ପ୍ରକାର ପନିପରିବାରୁ ସହଜରେ ମିଳିଥାଏ ।
-
ଶାଗଚାଷ କେମିତି କରିବେ?
ଶାଗ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ଆମ ସ୍ୱାସ୍ଥ୍ୟ ଲାଗି ଦରକାର ହେଉଥିବା ନାନା ପ୍ରକାର ଖାଦ୍ୟସାର ଶାଗ ଭିତରେ ଭରି ରହିଛି । ତେବେ ଶାଗରେ ବହୁତ ତନ୍ତୁ ( Roughage) ଥାଏ ଯାହା କୋଷ୍ଠକାଠିନ୍ୟ ଦୂର କରେ ।
-
ମହୁଚାଷ
ମହୁ ମାନବ ସମାଜ ପାଇଁ ଇଶ୍ୱରଙ୍କର ଏକ ଅନନ୍ୟ ଅବଦାନ । ପ୍ରକୃତିରୁ ମହୁମାଛି ଦଳ ଧରି କୃତ୍ରିମ ଉପାୟରେ ତିଆରି ବାକ୍ସରେ ରଖି ବର୍ଷସାରା ତାକୁ ସୁଚାରୁରୂପେ ଲାଳନପାଳନ କରି ଅଧିକ ଓ ବିଶୁଦ୍ଧ ମହୁ ଉତ୍ପାଦନ କରିବାର ପ୍ରକ୍ରିୟାକୁ ମହୁମାଛି ପାଳନ କହନ୍ତି ।
-
ଓଡ଼ିଶାରେ ଦେଖାଯାଉଥିବା ମହୁମାଛି
ଆମଦେଶରେ ସାଧାରଣତଃ 5 କିସମର ମହୁମାଛି ଦେଖାଯାଆନ୍ତି । ସେଗୁଡ଼ିକ ହେଲା
-
ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା
ମହୁମାଛି ଓ ପରିବେଶ ଓତଃପ୍ରୋତ ଭାବେ ଜଡ଼ିତ ।
-
ମହୁମାଛିମାନଙ୍କର ରୋଗ (Disease of Honey bees)
ଭାରତରେ ଦେଖାଯାଉଥିବା ମହୁମାଛିମାନଙ୍କର ରୋଗ ମାନଙ୍କ ମଧ୍ୟରେ ଥାଇ ସ୍ୟାକ୍ ବ୍ରୁଡ଼୍ ରୋଗ (Thai Sac brood) ଏବଂ ଝାଡ଼ା ରୋଗ (Dysentery) ମାନ ପ୍ରଧାନ ଅଟେ ।
-
ମହୁମାଛି ଦଳ ଉତ୍ପାଦନ କରିବେ କିପରି ?
ଦଳ ବିକ୍ରୟ ବ୍ୟବସାୟ କରିବାକୁ ଇଚ୍ଛୁକ ବ୍ୟକ୍ତି ମୁଖ୍ୟତଃ ଦଳ ବିଭାଜନ ବା ବହୁରାଣୀ ପ୍ରସ୍ତୁତ ପ୍ରଣାଳୀ ଉପରେ ନିର୍ଭର କରନ୍ତି ।
-
ମହୁମାଛି ପାଳନରୁ ମିଳୁଥିବା ବ୍ୟବସାୟ ଭିତ୍ତିକ ପଦାର୍ଥ
ମହୁମାଛି ପାଳନରୁ ବିଭିନ୍ନ ଉତ୍ପାଦ ମିଳିଥାଏ ସେଗୁଡ଼ିକ ହେଲା – ମହୁ, ମହମ, ପ୍ରପୋଲିସ୍, ରୟାଲଜେଲି, ମହୁମାଛି ବିଷ ଓ ପରାଗ ରେଣୁ ।
-
କାର୍ପ ମାଛ ଚାଷ (Carp Fish Farming)
ଆମ ରାଜ୍ୟ ଓଡ଼ିଶା ମତ୍ସ୍ୟ ସମ୍ପଦ ଓ ମତ୍ସ୍ୟ ଉତ୍ପାଦନ ଦୃଷ୍ଟିରୁ ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟରେ 94% ଲୋକ ମାଛକୁ ଏକ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରନ୍ତି ।
-
ପୋଖରୀରେ ଅନାବନା ଘାସ ଦମନ
ମାଛ ପୋଖରୀରେ ଦେଖାଯାଉଥିବା ଅନାବନା ଘାସ ଓ ଦଳ ପ୍ରଭୃତି ମାଛଚାଷରେ ଅନେକ ଅସୁବିଧା ସୃଷ୍ଟି କରିଥାନ୍ତି । ପୋଖରୀରେ ଘାସ ଓ ଦଳ ରହିବା ଯୋଗୁଁ ମାଛ ଉତ୍ପାଦନ କମିଯିବା ସହିତ ପରିବେଶ ପ୍ରଦୁଷଣ ଘଟିଥାଏ ।
-
କାର୍ପ ମାଛର ଖାଦ୍ୟ
ସଘନ ମାଛ ଚାଷ ପାଇଁ ପୋଖରୀରେ ଅଧିକ ପରିମାଣରେ ଯାଆଁଳ ଛଡ଼ା ଯାଇଥିବାରୁ ପ୍ରାକୃତିକ ପୁଷ୍ଟିସାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପୌଷ୍ଟିକ ପରିମାଣ କମ୍ ହୋଇଥାଏ । ଏହାଦ୍ୱାରା ମାଛର ଶରୀର ବୃଦ୍ଧିରେ ବାଧାପ୍ରାପ୍ତ ହୁଏ ।
-
ମଧୁର ଜଳ ମାଛରୋଗର ଲକ୍ଷଣ ଓ କାରଣ
ଅନ୍ୟାନ୍ୟ ଜଳଜୀବ ପରି ମାଛରେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସ୍ଥଳ ବିଶେଷରେ ଓ ମସୟରେ ଏହା ଖୁବ୍ ଗୁରୁତର ହୋଇ ମାଛଚାଷର ବିଶେଷ କ୍ଷତି ଘଟାଇଥାଏ ।
-
ମାଛମାନଙ୍କର ଜୀବଣୁ ଜନିତ ରୋଗ ଓ ତାର ପ୍ରତିକାର
ବିଭିନ୍ନ ପ୍ରକାର ପରାଗପୁଷ୍ଟ ଅଣୁଜୀବ ମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ରୋଗ ମାନଙ୍କ ସମନ୍ଧରେ ଜାଣିବା । ସେଗୁଡ଼ିକୁ ନିମ୍ନଲିଖିତ ଭାଗରେ ବିଭକ୍ତ କରାଯାଇଛି ।
-
ଜଳ ପରିବେଶ ପରିବର୍ତ୍ତନ ଏବଂ ପୁଷ୍ଟି ଅଭାବ ଜନୀତ ରୋଗ
ଅଣୁଜୀବ ବ୍ୟତୀତ, ପୋଖରୀ ଜଳର ଭୌତିକ, ରାସାୟନିକ, ଜୈବିକ ଗୁଣରେ ଏକକ ପରିବର୍ତ୍ତନ ବା ଏସବୁର ସାମୂହିକ ପରିବର୍ତ୍ତନ ଯୋଗୁଁ ସୃଷ୍ଟ ପ୍ରତିକୂଳ ପ୍ରଭାବ ମାଛମାନଙ୍କ ଉପରେ ପଡ଼ିଥାଏ ।
-
ଗୋ ମହିଷାଦି ମାନଙ୍କର ବିଭିନ୍ନ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି
ଗୋ ମହିଷାଦି ମାନଙ୍କର ବିଭିନ୍ନ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି ନିମ୍ନରେ ଦିଆଗଲା । ସେଗୁଡ଼ିକ ହେଲା-
-
ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା
କେତେକ ନିର୍ଦ୍ଧିଷ୍ଟ ପଦ୍ଧତିରେ ଜିଆକୁ ବ୍ୟବହାର କରି ପ୍ରାୟ 3 ମାସ ମଧ୍ୟରେ ଅତି ଉନ୍ନତ ମାନର କମୋପୋଷ୍ଟ ପ୍ରସ୍ତୁତ କରାଯାଇପାରୁଛି ।
-
ଭର୍ମି କମ୍ପୋଷ୍ଟ ପାଇଁ ବ୍ୟବହାର ହେଉଥିବା ବର୍ଯ୍ୟବସ୍ତୁ
ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ପାଇଁ ସବୁପ୍ରକାର ଜୈବିକ ଦହନଶୀଳ ବର୍ଯ୍ୟବସ୍ତୁକୁ ବ୍ୟବହାର କରାଯାଇପାରିବ ।
-
ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି
ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ଧରଣର କୁଣ୍ଡ ବ୍ୟବହାର କରାଯାଇପାରିବ । ବର୍ଯ୍ୟବସ୍ତୁର ପରିମାଣ ଓ ସୁଲଭତା ଅନୁସାରେ କୁଣ୍ଡର ଆୟତନ ନିରୂପଣ କରାଯାଏ ।
-
ଜିଆ ଚାଷ
ଜିଆଚାଷ କରି ଲାଭବାନ ହୁଅନ୍ତୁ ।
-
ମାଟି ପରୀକ୍ଷା ପାଇଁ ନମୁନା ମାଟି ସଂଗ୍ରହ ପ୍ରଣାଳୀ
ବର୍ତ୍ତମାନ ମାଟିରେ ରାସାୟନିକ ସାରର ବହୁଳ ବ୍ୟବହାର କରି ଅସନ୍ତୁଳିତ ଭାବରେ ଖାଦ୍ୟସାର ଜମିରେ ପ୍ରୟୋଗ କରୁଛନ୍ତି ।
-
ମହୁମାଛିର ଶ୍ରେଣୀ ବିଭାଗ
ମହୁମାଛି ଏକ ସାମାଜିକ ଜୀବ ଏବଂ ଏମାନଙ୍କ ମଧ୍ୟରେ ଶ୍ରେଣୀ ବିଭାଗ ରହିଛି । ପ୍ରତ୍ୟେକ ଦଳରେ ତିନି ଶ୍ରେଣୀର ମାଛି ରହିଥାନ୍ତି । ଯଥା- କ) ରାଣୀ ମହୁମାଛି, ଖ) ଅଣ୍ଡିରା ମହୁମାଛି ଓ ଗ) କର୍ମୀ ମହୁମାଛି
-
କୃଷିରେ ଜୈବିକ ଉପଚାର
ଜୀବାମୃତ, ବ୍ରହ୍ମାସ୍ତ୍ର, ଗୋକୃପା ଅମୃତମ, ନିମାସ୍ତ୍ର, ଅଗ୍ନେୟାସ୍ତ୍ର ଓ ମାଟି ହାଣ୍ଡି ଖତ
କୃଷି ଯନ୍ତ୍ରପାତି
କେତେକ କୃଷି ଯନ୍ତ୍ରପାତି
1) ସୌରଶକ୍ତି ଚାଳିତ ପମ୍ପ 2)କ୍ଷୁଦ୍ର ଡ଼ାଲି କଳ 3)ମାଣ୍ଡିଆ ଅମଳ ଓ ସଫା କରିବା ଯନ୍ତ୍ର 4) କିଷାନ ଡ୍ରୋନ୍
ମାଣ୍ଡିଆ ଚାଷ
ପାଳ ଛତୁଚାଷ
ମହୁଚାଷ
ଜିଆଖତ ଓ ଜିଆ ଚାଷ
ମାଛଚାଷ
କୁକୁଡ଼ା ପାଳନ
ଉନ୍ନତ ପ୍ରଜାତିର କୁକୁଡ଼ା ପାଳନ
ବାଡ଼ି ଅଗଣାରେ କୁକୁଡ଼ା ପାଳନ ପାଇଁ ଉନ୍ନତ ପ୍ରଜାତି କୁକୁଡ଼ା
କୁକୁଡ଼ା ରୋଗ
କୁକୁଡ଼ା ରୋଗ
କୁକୁଡ଼ା ଚାଷର ଲାଭଜନକ ଉତ୍ପାଦନ ଦିଗରେ ରୋଗ ସବୁଠୁ ବ଼ଡ଼ ସମସ୍ୟା
ଗୋ ମହିଷାଦିଙ୍କ ପାରମ୍ପାରିକ ଚିକିତ୍ସା
ଗାଈ ଗୋରୁଙ୍କ ପାରମ୍ପାରିକ ଚିକିତ୍ସା
ଗୋ ମହିଷାଦି ମାନଙ୍କର ବିଭିନ୍ନ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି
ମାଟି ପରୀକ୍ଷା
ମାଟି ପରୀକ୍ଷା
ମାଟି ପରୀକ୍ଷା ପାଇଁ ନମୁନା ମାଟି ସଂଗ୍ରହ ପ୍ରଣାଳୀ
ଧାତୁସାରର ଅଭାବ
See Moreଧାତୁସାରର ଅଭାବ
ଫସଲରେ ବିଭିନ୍ନ ପ୍ରକାର ଧାତୁସାର ଅଭାବର ଲକ୍ଷଣ