ଲକ୍ଷ୍ୟ-
ମାଛ ଧରାଳିଙ୍କୁ ମାଛ ଚାଷ ସମ୍ପୃକ୍ତ ଯନ୍ତ୍ରପାତି କ୍ରୟ ନିମନ୍ତେ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯନ୍ତ୍ରପାତି ଗୁଡିକ ହେଲା- ଏରେଟର, ଏୟାର କ୍ଲୋଥର, ଏରୋନ୍ୟୁବ, ଜୈବ ଜାଲ ଇତ୍ୟାଦି । ଏହି ଯନ୍ତ୍ରପାତି ବ୍ୟବହାର ଦ୍ଵାରା ମାଛ ଉତ୍ପାଦନ ବୃଦ୍ଧି ପାଇବ ।
ରିହାତି ବ୍ୟବସ୍ଥା-
ଏଥିରେ ୪୦% ରିହାତି ବ୍ୟବସ୍ଥା ରହିଛି ।
ଅଧିକ ଜାଣନ୍ତୁ –
ମତ୍ସ୍ୟ ଯାଆଁଳ ପାଳନ ପାଇଁ ନୂତନ ପୋଖରୀ ଖନନ