ବିନା ସୁଧରେ କୃଷକଙ୍କ ପାଇଁ 1 ଲକ୍ଷଟଙ୍କା ପର୍ଯ୍ୟନ୍ତ କୃଷିଋଣ 7 June 20242 September 2023 by KVK, Sundargarh-1 ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ Contents hide 1 ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ 1.1 ଚାଷ ଓ ଚାଷୀର ଉନ୍ନତି ପାଇଁ 1.1.1 ବିନା ସୁଧରେ କୃଷକଙ୍କ ପାଇଁ 1 ଲକ୍ଷଟଙ୍କା ପର୍ଯ୍ୟନ୍ତ କୃଷିଋଣ । 1.1.2 2% ସୁଧରେ 1-3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ । 1.1.3 ଭୂମିହୀନ ତଥା ଭାଗଚାଷୀ ମାନଙ୍କପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ । 1.1.4 ଏହି ସୁବିଧା ପାଇବା ପାଇଁ ନିକଚସ୍ଥ କୃଷି ସମବାୟ ସମିତି, ସମବାୟ ବ୍ୟାଙ୍କ ତଥା ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ଯୋଗଯୋଗ କରନ୍ତୁ । ଚାଷ ଓ ଚାଷୀର ଉନ୍ନତି ପାଇଁ ବିନା ସୁଧରେ କୃଷକଙ୍କ ପାଇଁ 1 ଲକ୍ଷଟଙ୍କା ପର୍ଯ୍ୟନ୍ତ କୃଷିଋଣ । 2% ସୁଧରେ 1-3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ । ଭୂମିହୀନ ତଥା ଭାଗଚାଷୀ ମାନଙ୍କପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ । ଏହି ସୁବିଧା ପାଇବା ପାଇଁ ନିକଚସ୍ଥ କୃଷି ସମବାୟ ସମିତି, ସମବାୟ ବ୍ୟାଙ୍କ ତଥା ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ଯୋଗଯୋଗ କରନ୍ତୁ ।